ଭୁବନେଶ୍ୱର : ଏପ୍ରିଲ ୨୪ରେ ପଞ୍ଚାୟତିରାଜ ଦିବସ ପାଳନ ନିଷ୍ପତ୍ତିକୁ କଂଗ୍ରେସ ପିସିସି ସଭାପତି ଭକ୍ତ ଚରଣ ଦାସ ନିନ୍ଦା କରିଛନ୍ତି । କହିଛନ୍ତି , ଓଡିଆ ଅସ୍ମିତା କହୁଥିବା ସରକାର ଓଡିଆ ଅସ୍ମିତା ଭୁଲିଗଲେ । ବିଜୁ ବାବୁଙ୍କ ସହ ବାଜପେୟୀଙ୍କ ସମ୍ପର୍କ ମଧ୍ୟ ବିଜେପି ଭୁଲିଯାଇଛି । ଆମେ ସରକାରଙ୍କ ନିଷ୍ପତ୍ତିକୁ ନିନ୍ଦା କରୁଛୁ ।










