25.7 C
Bhubaneswar
Tuesday, April 7, 2026
Homeଓଡିଶାହଟିଲେ ଶରତ, କାଡ଼ାମ ହେଲେ ବିଧାୟକ ଦଳ ନେତା

ହଟିଲେ ଶରତ, କାଡ଼ାମ ହେଲେ ବିଧାୟକ ଦଳ ନେତା

ଭୁବନେଶ୍ୱର (ବିପିନ୍ ସିଂ) : ଏଆଇସିସି ପକ୍ଷରୁ ଓଡ଼ିଶା କଂଗ୍ରେସର ସମସ୍ତ କମକିଟିକୁ ଭାଙ୍ଗି ଦିଆଯାଇଛି । ପିସିସିର ସବୁ ପଦାଧିକାରୀଙ୍କୁ ବାଦ୍ ଦିଆଯାଇଛି । ଜିଲ୍ଲା, ବ୍ଲକ୍ ଓ ମଣ୍ଡଳ ସ୍ତରର କମିଟି, ସମସ୍ତ ଛାମୁଆ (ମହିଳା, ଯୁବ, ଛାତ୍ର, ସେବାଦଳ) ସଂଗଠନ ଏବଂ ସେଲ୍ ଗୁଡ଼ିକୁ ଭଙ୍ଗ କରାଯାଇଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ପଦବୀର ହଟାଇ ଦିଆଯାଇଛି । ଏଥିସହ କେବଳ ପିସିସି ସଭାପତିମାନେ କାମଚନା ଦାୟିତ୍ୱରେ ରହିବେ ବୋଲି ଏଆଇସିସି ପକ୍ଷରୁ ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି । କଂଗ୍ରେସ ବିଧାୟକ ଦଳର ନେତା ଭାବେ ବିଧାୟକ ରାମଚନ୍ଦ୍ର କାଡ଼ାମଙ୍କୁ ନିଯୁକ୍ତ କରାଯାଇଛି । ଏ ନେଇ ଏଆଇସିସି ପକ୍ଷରୁ ଘୋଷଣା କରାଯାଇଛି । ଅଶୋକ ଦାସ କଂଗ୍ରେସ ବିଧାୟକ ଦଳର ଉପନେତା । ସିଏସ୍ ରାଜନ କଂଗ୍ରେସ ବିଧାୟକ ଦଳର ମୁଖ୍ୟ ସଚେତକ ବୋଲି ଏଆଇସିସି ପକ୍ଷରୁ ଘୋଷଣା କରାଯାଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking