28.1 C
Bhubaneswar
Wednesday, June 11, 2025
Homeଦେଶ ବିଦେଶଡାକ୍ତରଙ୍କ ଅବହେଳା ଯୋଗୁଁ ଚାଲିଗଲା ରୋଗୀଙ୍କ ଜୀବନ

ଡାକ୍ତରଙ୍କ ଅବହେଳା ଯୋଗୁଁ ଚାଲିଗଲା ରୋଗୀଙ୍କ ଜୀବନ

ନୂଆଦିଲ୍ଲୀ: ଡାକ୍ତରଙ୍କ ଅବହେଳା ଯୋଗୁଁ ଚାଲିଗଲା ରୋଗୀଙ୍କ ଜୀବନ ।  ଏଭଳି ଘଟଣା ବଶିଷ୍ଠ ନଗର  ଜୋରି ଥାନା  ଅଞ୍ଚରେ  ଘଟିଛି । ଡାକ୍ତର ଜଣଙ୍କ ରୋଗୀଙ୍କୁ ଭୁଲ ଇଞ୍ଜେକ୍ସନ  ଦେଇଥିଲେ । ଫଳରେ ରୋଗୀଙ୍କ ମୃତ୍ୟୁ  ହୋଇଛି । ପରିବାରଙ୍କ କହିବା ଅନୁସାରେ,   ଡାକ୍ତର  ଇଞ୍ଜେକ୍ସନ ଦେବା ମାତ୍ରେ  ସୁରେନ୍ଦ୍ରଙ୍କ  ଦେହ ଖରାପ ହେବାକୁ ଲାଗିଲା  ତାପରେ ତାଙ୍କୁ ତୁରନ୍ତ  ସରକାରୀ ମେଡିକାଲକୁ ସ୍ଥାନାନ୍ତର  କରାଯାଇଥିଲା ।  ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସୁରେନ୍ଦ୍ରଙ୍କ  ମୃତ୍ୟୁ ପରେ ଗାଁଲୋକେ  ରାସ୍ତା ଅବରୋଧ କରିଛନ୍ତି ।  ପରିବାରକୁ କ୍ଷତିପୂରଣ ଦେବା ସହ ଅଭିଯୁକ୍ତକୁ ଗିରଫ କରାଯାଉ ବୋଲି ଦାବି ରଖିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଁ ଲୋକଙ୍କୁ ବୁଝାସୁଝା କରିବା ପରେ ଜିଦରୁ ଓହରିଛନ୍ତି । ଅନ୍ୟପଟେ ଡାକ୍ତର ଜଣଙ୍କ ଫେରାର ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking