34.9 C
Bhubaneswar
Monday, April 6, 2026
Homeଓଡିଶାଜାନୁଆରୀ ୪ରେ ‘ପଥ ଉତ୍ସବ’

ଜାନୁଆରୀ ୪ରେ ‘ପଥ ଉତ୍ସବ’

ଭୁବନେଶ୍ୱର: ଭୁବନେଶ୍ୱରରେ ଜାନୁଆରୀ ୪ରେ ଚଳିତ ସିଜନ୍‌ର ପ୍ରଥମ ‘ପଥ ଉତ୍ସବ’। ଜନପଥର ମାଷ୍ଟରକ୍ୟାଣ୍ଟିନ ଓ ରାମ ମନ୍ଦିର ମଧ୍ୟରେ ଉତ୍ସବ ପାଳନ ହେବ। ସକାଳ ୬ଟାରୁ ‘ପଥ ଉତ୍ସବ’ ଆରମ୍ଭ ନେଇ ବିଏମସି ପକ୍ଷରୁ ସୂଚନା ମିଳିଛି। ‘ପଥ ଉତ୍ସବ’ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) ଦ୍ୱାରା ଆୟୋଜିତ ଏକ ସାଂସ୍କୃତିକ ଏବଂ ମନୋରଞ୍ଜନକାରୀ ଷ୍ଟ୍ରିଟ୍ ଫେଷ୍ଟିଭାଲ୍।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking