17.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶସଂସଦ ସୁରକ୍ଷାରେ ତ୍ରୁଟି

ସଂସଦ ସୁରକ୍ଷାରେ ତ୍ରୁଟି

ନୂଆଦିଲ୍ଲୀ: ସଂସଦ ସୁରକ୍ଷାରେ ତ୍ରୁଟି । ସଂସଦ ଆଡକୁ କେହି ଜଣେ ଆଜି ସକାଳ ସାଢେ ୬ଟା ବେଳେ ଜଣେ ଦୁର୍ବୃତ୍ତଗଛରେ ଚଢି ପାଚେରୀ ଉପରକୁ ଚଢିଯାଇଥିଲା । ତାପରେ ଭିତରକୁ ପଶି ଗରୁଡ ଫାଟକ ପଯ୍ୟନ୍ତ ପଳାଇଥିଲା । ଏହି ସମୟରେ ସୁରକ୍ଷାକର୍ମୀ ଧରିପକାଇଥିଲେ । ତେବେ କେଉଁ ଉଦ୍ଦେଶ୍ୟରେ ଦୁବୃତ୍ତ ଜଣଙ୍କ ସଂସଦ ଭିତରକୁ ପଶିଥିଲା ତାହାର କାରଣ ଜଣାପଡିନାହିଁ । ସଂସଦର ମୌସୁମୀ ଅଧିବେଶନ ଶେଷ ହେବା ମାତ୍ର ଗୋଟିଏ ଦିନ ପରେ ଏହି ଉଲ୍ଲଙ୍ଘନ କାଯ୍ୟ ହୋଇଛି । ଦେଶର ସର୍ବୋଚ୍ଚ ବିଧାନସଭା ପ୍ରତିଷ୍ଠାନରେ ବର୍ତ୍ତମାନର ସୁରକ୍ଷା ପ୍ରୋଟୋକଲର ପ୍ରଭାବଶାଳୀତା ଉପରେ ପ୍ରଶ୍ନ ଉଠାଯାଉଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking