19.1 C
Bhubaneswar
Monday, February 2, 2026
Homeଓଡିଶାଉପମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପରୀଙ୍କ ବାପା

ଉପମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପରୀଙ୍କ ବାପା

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପରୀଙ୍କ ବାପା । ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କୁ ଭେଟି ଦାବିପତ୍ର ଦେଲେ ନିଖୋଜ ପରୀଙ୍କ ବାପା । ‘ପରୀ’ ନାଁର ଚଳଚ୍ଚିତ୍ରକୁ ବନ୍ଦ କରିବା ପାଇଁ ଦେଲେ ଦାବିପତ୍ର । ଆଇନ ମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟି କଲେ ଆଲୋଚନା ।ଚଳଚ୍ଚିତ୍ର ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଜଣାଇଲେ ଦାବି । ପରୀକୁ ନେଇ ହେଉଥିବା ଫିଲ୍ମ ବିନା ଅନୁମତିରେ କରାଯାଉଛି । ଫିଲ୍ମରେ ଘଟଣାକୁ ଭୁଲ୍‌ ଭବେ ଉପସ୍ଥାପନା କରାଯାଉଛି । ଦୁଷ୍କର୍ମ ଓ ହତ୍ୟା କରାଯାଇଛି ବୋଲି ଦର୍ଶାଯାଉଥିବା ଅଭିଯୋଗ । ଅଙ୍ଗ ତସ୍କରି ପାଇଁ ହତ୍ୟା, ଦୁଷ୍କର୍ମ କରାଯାଇଛି ବୋଲି ଦର୍ଶାଯାଇଛି ବୋଲି ଦାବି କରିଛନ୍ତି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking