ଯାଜପୁର: ଅଜଣା ଗାଡି ଧକ୍କାରେ ବାପାମାଆ ମୃତ, ପୁଅ ଆହତ । ପାଶିକୋଇଲି ଥାନା ପୁରୁଣା ଟୋଲଗେଟ ନିକଟରେ ଦୁର୍ଘଟଣା । ଘଟଣାସ୍ଥଳରେ ସ୍ତ୍ରୀ ମୃତ୍ୟୁବରଣ କରିଥିବା ବେଳେ ମେଡିକେଲରେ ସ୍ୱାମୀର ମୃତ୍ୟୁ ଘଟିଛି । କୁଆଖିଆରୁ ପାଶିକୋଇଲି ଯାଉଥିବା ବେଳେ ଦୁର୍ଘଟଣା ।