25.1 C
Bhubaneswar
Monday, December 22, 2025
Homeଓଡିଶାପାଣ୍ଡିଆନ ନେତା ନୁହଁନ୍ତି: ସମ୍ବିତ

ପାଣ୍ଡିଆନ ନେତା ନୁହଁନ୍ତି: ସମ୍ବିତ

ଭୁବନେଶ୍ୱର: ୨୦୨୬ରେ ବହୁତ କିଛି ହବ, କିଛି ମେଳି ନାହିଁ କହିଲେ ବିଜେଡି ନେତା ସମ୍ବିତ ରାଉରରାୟ । ସେ ଆହୁରି କହଛନ୍ତି ଯେ ରାଜନୀତି କଲେ ଚର୍ଚ୍ଚା ହେବ, ନିର୍ବାଚନରେ ଅନେକ କିଛି ଘଟଣା ଘଟିଗଲା । ଦୂରିଆ ନେତାଙ୍କ ସହ ଦେଖା ହୋଇନଥିଲା, ସେଥିପାଇଁ ଭୋଜି, ମେଳି ନ ଥିଲା । ଦଳ ହାରିଗଲା ପରେ ଏବେ ଆଉ ଭୋଜିଭାତ କଟକଣା ନାହିଁ । ପାଣ୍ଡିଆନଙ୍କ ଭୂମିକା ନେଇ ପ୍ରଶ୍ନରେ ମଧ୍ୟ ରଖିଲେ ପ୍ରତିକ୍ରିୟା । ସେ କହିଛନ୍ତି ଯେ ସରକାର ଥିବା ବେଳେ ସିଏ ଗୋଟିଏ ଫ୍ୟାକ୍ଟର ଥିଲା, ଜଣେ ଗୁଡ୍ ମ୍ୟାନେଜର । କିନ୍ତୁ ନେତା ହିସାବରେ ଆମେ ଚାଙ୍କୁ କେବେ ମାନି ନାହୁଁ । ପାଣ୍ଡିଆନଙ୍କ ପ୍ରତି ଆମର ଦୁର୍ବଳତା ରହିଛି । ନବୀନଙ୍କ ସେବା କରୁଥିବାରୁ ଆମ  ଦୁର୍ବଳତା ରହିଛି । ବିଜେଡିର ନେତା ହେଉଛନ୍ତି ନବୀନ ପଟ୍ଟନାୟକ । ନବୀନଙ୍କ ନିର୍ଦ୍ଦେଶକୁ ଆମ ପାଖରେ ପହଞ୍ଚାଉଥିଲେ ପାଣ୍ଡିଆନ । ସୁଜତାଙ୍କ ଦଳରେ ଯୋଗ ଦେବା ନେଇ କୌଣସି ଖବର ନାହିଁ । ବିଜୁଙ୍କ ଆଦର୍ଶରେ ଦଳ ଗଢା, କେହି ହାଇଜାକ୍ କରିପାରିବେ ନାହିଁ । ଅମାର ଥିଲେ ମୂଷା ରହିବ, ମୂଷା ଖାଇବାକୁ ସାପ ଆସିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking