26.1 C
Bhubaneswar
Friday, March 27, 2026
Homeଓଡିଶାପାଣ୍ଡିଆନଙ୍କ ଏକ୍ସ ଆକାଉଣ୍ଟ ନାହିଁ  ?

ପାଣ୍ଡିଆନଙ୍କ ଏକ୍ସ ଆକାଉଣ୍ଟ ନାହିଁ  ?

ଭୁବନେଶ୍ୱର : ପାଣ୍ଡିଆନ କହିଛନ୍ତି ଏକ୍ସରେ ମୋର କୌଣସି ଆକାଉଣ୍ଟ ନାହିଁ । ଇନଷ୍ଟାଗ୍ରାମରେ ପୋଷ୍ଟ କରି ଏକେସରେ ଆକାଉଣ୍ଟ ନଥିବା  ସ୍ପଷ୍ଟୀକରଣ ଦେଲେ । ଫେକ ଆକାଉଣ୍ଟ କରି ମୋ ନାଁ ଓ ଫଟୋକୁ ଅପବ୍ୟବହାର କରାଯାଉଛି । ଏହା ରାଜନୈତିକ ଉଦ୍ଦେଶ୍ୟ  ପ୍ରଣୋଦିତ  କହିଲେ ପାଣ୍ଡିଆନ ।  ଦୀର୍ଘଦିନରୁ ଚାଲି ଆସିଥିବା ଆକାଉଣ୍ଟକୁ ଏବେ ଫେକ କହିବାକୁ ନାପସନ୍ଦ । ଯଦି ଫେଲ କାହିଁକି ମାମଲା କରୁନାହାଁନ୍ତି  ବୋଲି କହିଲେ ଆରଟିଆଇ  କର୍ମୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking