ଭୁବନେଶ୍ୱର: ବିଜେଡି ନେତା ଦେବାଶିଷ ସାମନ୍ତରାୟଙ୍କ ବଡ ବୟାନ । ପୁରା ଷଡଯନ୍ତ୍ର ପଛରେ ଭି.କେ ପାଣ୍ଡିଆନ । ପାଣ୍ଡିଆନଙ୍କ ନାଁ ନେଲେ ଦେବାଶିଷ ସାମନ୍ତରାୟ । ବିଜେଡିର ନିଷ୍ପତ୍ତି ନିଅନ୍ତି ପାଣ୍ଡିଆନ ।