24.1 C
Bhubaneswar
Sunday, October 20, 2024
Homeଓଡିଶାପଞ୍ଚାୟତ ଅନୁଦାନର ହେବ ଖୋଳତାଡ : ମନ୍ତ୍ରୀ ରବି ନାୟକ

ପଞ୍ଚାୟତ ଅନୁଦାନର ହେବ ଖୋଳତାଡ : ମନ୍ତ୍ରୀ ରବି ନାୟକ

ଭୁବନେଶ୍ୱର : ପ୍ରତି ପଞ୍ଚାୟତକୁ ମିଳିଥିବା ୫୦ ଲକ୍ଷ ଅନୁଦାନର ହେବ ଖୋଳତାଡ । ‘ଆମ ଓଡିଶା ନବୀନ ଓଡିଶା’ରେ ମିଳିଥିବା ଅନୁଦାନର ଖୋଳତାଡ । ଖୋଳତାଡ କରିବ ମୋହନ ସରକାର । ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକଙ୍କ ସୂଚନା । କିଏ ଉତ୍ତରଦାୟୀ, କାହାକୁ ଧରାଯିବ ତାହା ପ୍ରଶ୍ନର ବିଷୟ । ରାମ ଭରସାରେ ଚାଲିଥିଲା ଯୋଜନା । ତୃତୀୟ ମହଲା ମନିଟରିଂ କରୁଥିଲା । କାର୍ଯ୍ୟକାରୀ କରୁଥିଲେ ବ୍ଲକ ଓ ଡିଆରଡିଓ ବୋଲି କହିଲେ ମନ୍ତ୍ରୀ ରବି ନାୟକ ।

ବଡବଡିଆଙ୍କ ଘରେ ବୁଲଡୋଜର ଚାଲିବ : ମନ୍ତ୍ରୀ ସୁରେଶ ପୂଜାରୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking