25.1 C
Bhubaneswar
Saturday, February 7, 2026
Homeଓଡିଶାପଣାସଂକ୍ରାନ୍ତି: ସହରରେ ମୁତୟନ ହେବେ ୧୦ ପ୍ଲାଟୁନ ଫୋର୍ସ - ଡିସିପି

ପଣାସଂକ୍ରାନ୍ତି: ସହରରେ ମୁତୟନ ହେବେ ୧୦ ପ୍ଲାଟୁନ ଫୋର୍ସ – ଡିସିପି

କଟକ: ଓଡିଆ ନବବର୍ଷ ଓ ପଣା ସଂକ୍ରାନ୍ତି ପାଇଁ କଟକରେ କଟକଣା କରାଯାଇଛି । କଟକ କମିଶନରେଟ ପୁଲିସ ପକ୍ଷରୁ କଟକଣା ଜାରି ରହିଛି । ସହରରେ ମୁତୟନ ହେବେ ୧୦ ପ୍ଲାଟୁନ ଫୋର୍ସ । ହନୁମାନ ମନ୍ଦିର ଥିବା ସ୍ଥାନରେ ଅଧିକ ଫୋର୍ସ ଜଗିବେ । ଶାନ୍ତିଶୃଙ୍ଖଳାର ସହିତ ପାଳନ ପାଇଁ ଡିସିପି ଅନୁରୋଧ କରିଛନ୍ତି । ମଦ୍ୟପାନ କରି ନିୟମ ନମାନିଲେ କାଯ୍ୟାନୁଷ୍ଠାନ ହେବ । ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ଖିଲାରୀ ରିଶିକେଶ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking