20.1 C
Bhubaneswar
Monday, December 22, 2025
Homeଓଡିଶାପାକିସ୍ତାନୀ ପାଇଛନ୍ତି ରାସନକାର୍ଡ: ମନ୍ତ୍ରୀ

ପାକିସ୍ତାନୀ ପାଇଛନ୍ତି ରାସନକାର୍ଡ: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ପାକିସ୍ତାନ ପାଇଛନ୍ତି  ରାସନକାର୍ଡ । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏହାକୁ ବାଦ ଦେବା ପାଇଁ ଜିଲ୍ଲାପାଳକୁ ନିର୍ଦ୍ଦେଶ  ଦିଆଯାଇଛି । ବାଂଲାଦେଶୀ , ନିଆଁମାର ଲୋକବି ହାତେଇଛନ୍ତି ରାସନକାର୍ଡ । ଅନୁପ୍ରବେଶ କରି କାର୍ଡ ହାତେଇଥିବା ଲୋକଙ୍କୁ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking