23.1 C
Bhubaneswar
Friday, February 27, 2026
Homeଖେଳପାକିସ୍ତାନ କଲା ଅଭିଷେକ ଶର୍ମାଙ୍କ ଏକ୍ସ ଆକାଉଣ୍ଟ ସସପେଣ୍ଡ!

ପାକିସ୍ତାନ କଲା ଅଭିଷେକ ଶର୍ମାଙ୍କ ଏକ୍ସ ଆକାଉଣ୍ଟ ସସପେଣ୍ଡ!

ନୂଆଦିଲ୍ଲୀ: ଭାରତୀୟ ବ୍ୟାଟ୍ସମ୍ୟାନ୍ ଅଭିଷେକ ଶର୍ମା ଏସିଆ କପ୍‌ରେ ଦ୍ରୁତ ଗତିରେ ରନ୍ ସଂଗ୍ରହ କରିଛନ୍ତି। ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ସେ ବୋଲରମାନଙ୍କୁ ଏମିତି ଧୂଳି ଚଟାଇଥିଲେ ଯେ ମ୍ୟାଚ୍‌ଟି ଏକପାଖିଆ ହୋଇଗଲା। ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁଁ ପାକିସ୍ତାନ ହାରିଗଲା। ଏଥିରେ ହତାଶ ହୋଇ ପାକିସ୍ତାନୀମାନେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ୍‌ଗୁଡ଼ିକୁ ରିପୋର୍ଟ କରିବା ଆରମ୍ଭ କଲେ। ଲଗାତାର ରିପୋର୍ଟି ଯୋଗୁଁ ଅଭିଷେକଙ୍କ ଏକ୍ସ ପ୍ରୋଫାଇଲ୍‌କୁ ସସପେଣ୍ଡ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking