31.1 C
Bhubaneswar
Sunday, June 15, 2025
Homeଦେଶ ବିଦେଶଆତଙ୍କୀଙ୍କୁ ପ୍ରୋତ୍ସାହନ ଦେଉଛି ପାକ୍‌: ବିକ୍ରମ ମିଶ୍ରି

ଆତଙ୍କୀଙ୍କୁ ପ୍ରୋତ୍ସାହନ ଦେଉଛି ପାକ୍‌: ବିକ୍ରମ ମିଶ୍ରି

ନୂଆଦିଲ୍ଲୀ: ଭାରତ ଅପରେସନ ସିନ୍ଦୁରକୁ ନେଇ ବୈଦେଶିକ ମନ୍ତ୍ରାଳୟ ପ୍ରେସମିଟ କରିଛି । ବୈଦେଶିକ ସଚିବ ବିକ୍ରମ ମିଶ୍ରି ପ୍ରେସମିଟ ଜରିଆରେ କହିଛନ୍ତି , ଭାରତ ସୀମାକୁ ଟାର୍ଗେଟ କରିଥିଲା ପାକ । ୭ ଓ ୮ ତାରିଖରେ ଆକ୍ରମଣ ଉଦ୍ୟମ  କରିଥିଲା । ପାକ ସୈନ୍ୟ ଆଡ୍ଡାକୁ ଆକ୍ରମଣ ହୋଇନି । ପ୍ରଥମରୁ ପାକକୁ ଚେତାବନୀ ଦେଇଥିଲୁ । ୧୫ଟି ସୈନ୍ୟ ଠିକଣାକୁ  ଟାର୍ଗେଟ ଉଦ୍ୟମ କରାଯାଇଥିଲା । ଯେସାକୁ ତେସା ନୀତିରେ ଭାରତ ଜବାବ ଦେଇଛି । ଲାହୋରର ଏୟାର ଡିଫେନ୍ସ ସିଷ୍ଟମ ନଷ୍ଟ  କରିଛି ଭାରତ । ଜବାବରେ ସକାଳୁ ଆକ୍ରମଣ କରିଛି ବାରତ । ପାକିସ୍ତାନ ଟିଆରଏଫକୁ ବଞ୍ଚାଇବାକୁ ଚାହୁଁଛି । ଆମେ ଉତ୍ତେଜନା ବଢେଇବାକୁ ଚାହୁଁନାହୁଁ । କେବଳ ଆତଙ୍କ ଆଡ୍ଡା ଉପରେ ଆକ୍ରମଣ କରିଛୁ । ଭାରତ ସଠିକ ପଦକ୍ଷେପ ନେଇଛି । ଉସୁକାଇବା ଭଳି ପଦକ୍ଷେପ ନେଇନାହୁଁ । ଏଲଓସିରେ ଗୁଳିମାଡ କରୁଛି ପାକ ସେନା । ଆତଙ୍କୀଙ୍କୁ ପ୍ରୋତ୍ସାହନ ଦେଉଛି ପାକ୍‌ । ଲାଡେନକୁ ଶରଣ ଦେଇଥିଲା ପାକିସ୍ତାନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking