27.1 C
Bhubaneswar
Thursday, May 22, 2025
Homeଦେଶ ବିଦେଶପାକିସ୍ତାନ ଗୁଳି ଫୁଟାଇଲେ,ଗୋଳାରେ ଜବାବ ଦିଅ: ମୋଦୀ

ପାକିସ୍ତାନ ଗୁଳି ଫୁଟାଇଲେ,ଗୋଳାରେ ଜବାବ ଦିଅ: ମୋଦୀ

ନୂଆଦିଲ୍ଲୀ: ସରିନି ଅପରେସନ ସିନ୍ଦୁର, ମୋଦୀ କଡା ନିର୍ଦ୍ଦେଶ ଦେଇଛନ୍ତି, କହିଛନ୍ତି ପାକିସ୍ତାନ ଗୁଳି ଫୁଟାଇଲେ , ଗୋଳାରେ ଜବାବ ଦିଅ । ସେପଟୁ ଗୁଳି ମାଡ ହେଲେ ଏପଟୁ ଗୋଳା ବର୍ଷାଅ । ସେମାନେ ଆକ୍ରମଣ କଲେ ଏପଟୁ ପ୍ରତିଆକ୍ରମଣ କର । ଅନ୍ୟପଟେ, ସାମରିକ ଲକ୍ଷ୍ୟ ପୂରଣ ହୋଇଛି କହିଲେ ମୋଦୀ । ଅପରେସନରେ ସିନ୍ଦୂରରେ ୩ଟି ଲକ୍ଷ୍ୟ ପୂରଣ ହୋଇଛି । ବାହାୱାଲପୁର, ମୁଦ୍ଦିକେ, ମୁଜାଫରବାଦ କ୍ୟାମ୍ପ ମାଟିରେ ମିଶିଛି । ରାଜନୈତିକ ଉଦ୍ଦେଶ୍ୟ ମଧ୍ୟ ପୂରଣ ହୋଇଛି କହିଲେ । ସିନ୍ଧୁ ନଦୀ ଚୁକ୍ତି ସହ ସୀମା ପାର ଆତଙ୍କବାଦ ଜଡିତ । ସୀମା ପାର୍ ଆତଙ୍କବାଦ ବନ୍ଦ ନହେବା ପଯ୍ୟନ୍ତ ଚୁକ୍ତି ବାତିଲ କାଏମ । ମନସ୍ତାତ୍ୱିକ ବିଜୟ ଘରେ ପଶି ମାରିଲୁ । ସେମାନଙ୍କ ଘରେ ପଶି ମାରିବା ଆମ ପାଇଁ ବଡ ସଫଳତା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking