33.1 C
Bhubaneswar
Sunday, May 4, 2025
Homeଦେଶ ବିଦେଶପହଲଗାମ ହମଲା: ୧୦ ଲକ୍ଷ ସହାୟତା ଜାରି

ପହଲଗାମ ହମଲା: ୧୦ ଲକ୍ଷ ସହାୟତା ଜାରି

ଜମ୍ମୁ କାଶ୍ମୀର: ଜମ୍ମୁ – କାଶ୍ମୀର ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଘୋଷଣା କରିଛନ୍ତି । ମୃତକଙ୍କ ସମ୍ପର୍କୀୟଙ୍କୁ ୧୦ ଲକ୍ଷର ସହାୟତା ଘୋଷଣା କରିଛନ୍ତି ସରକାର । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ସମସ୍ତ ସେନା ଗଠନକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜମ୍ମୁ-କାଶ୍ମୀରର ଏଲଓସି ଏବଂ ଆଭ୍ୟନ୍ତରୀଣ ଅଞ୍ଚଳରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking