24.1 C
Bhubaneswar
Tuesday, February 18, 2025
Homeଓଡିଶାଆଲୁମିନିୟମ ଫଏଲରେ ଖାଦ୍ୟ ପ୍ୟାକିଂ : ପକାଇପାରେ ସ୍ୱାସ୍ଥ୍ୟ ଉପରେ ପ୍ରଭାବ  

ଆଲୁମିନିୟମ ଫଏଲରେ ଖାଦ୍ୟ ପ୍ୟାକିଂ : ପକାଇପାରେ ସ୍ୱାସ୍ଥ୍ୟ ଉପରେ ପ୍ରଭାବ  

ଭୁବନେଶ୍ୱର : ଆମ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ଆଲୁମିନିୟମ ଫଏଲ ଆମକୁ ବିପଦରେ ପକାଇଥାଏ । ଯାହାଫଳରେ ବିଭିନ୍ନ ରୋଗ ହୋଇଥାଏ ।ସ୍କୁଲ ଯିବାବେଳେ ଟିଫିନ ନେବା ପାଇଁ କିମ୍ବା  ଅଫିସ ପାଇଁ  ମଧ୍ୟାହ୍ନ ଭୋଜନ ହେଉ , ଖାଦ୍ୟ ଗୁଡାଇବା ପାଇଁ ଆଲୁମିନିୟମ ଫଏଲ ବ୍ୟବହାର କରିବା ସାଧାରଣ ଅଟେ ।  ହୋଟେଲ ରେ ଖାଦ୍ୟ ପାର୍ସଲ ମଧ୍ୟ ଏଥିରେ ଦେଇଥାନ୍ତିହେଲେ ଜାଣିଛନ୍ତି କି ଏହା ଦେଖିବାକୁ ଯେତେ ସୁନ୍ଦର ଶରୀର ପାଇଁ ସେତେ ଖରାପଏହାର ବ୍ୟବହାର ସୃଷ୍ଟି କରିପାରେ । ଏଥିରେ  ଖାଦ୍ୟ ଦୀର୍ଘ ସମୟ ପଯ୍ୟନ୍ତ  ଗରମ ଏବଂ ସତେଜ ରହିଥାଏ ।   ଜାତୀୟ ପରିବେଶ ସ୍ୱାସ୍ଥ୍ୟ  ସଂଘ ଅନୁଯାୟୀ ,  ରୋଷେଇ ଖାଦ୍ୟକୁ ପ୍ୟାକେଜିଂ କରିବା ପାଇଁ  ଆଲୁମିନିୟମ ଫଏଲ ବ୍ୟବହାର  କରାଯାଇପାରିବ ।  କିନ୍ତୁ ଏହା ସୁରକ୍ଷିତ ନୁହେଁ । ଗରମ ଖାଦ୍ୟରେ ଦେହକୁ କ୍ଷତି ପହଞ୍ଚାଇଥାଏ ।  ଆଲୁମିନିୟମ ଫଏଲରେ  ଖାଦ୍ୟ ପ୍ୟାକ କରିବା ସହଜ ଏବଂ ବହୁତ ଶସ୍ତାରେ ମଧ୍ୟ ବଜାରରେ ମିଳିଯାଏ । ସେଥିପାଇଁ ଅଧିକାଂଶ ଲୋକ  ଏହାକୁ ବ୍ୟବହାର କରନ୍ତି । ଡାକ୍ତରଙ୍କ କହିବା ଅନୁସାରେ  ଆଲୁମିନିୟମ ଫଏଲରେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାର  । ବିଶେଷ କରି ଗରମ ଖାଦ୍ୟକୁ ଆଲୁମିନିୟମ ଫଏଲରେ  ଦୀର୍ଘ ସମୟ ଧରି  ଗୁଡାଇ ରଖାଯଆଏ ।  ଯାହା ସ୍ୱାସ୍ଥ୍ୟ ଉପରେ କ୍ଷତି ପହଞ୍ଚାଇପାରେ ।  ଏହା ଅତ୍ୟଧିକ ବ୍ୟବହାର କରିବା କିଡନୀ ଉପରେ ପ୍ରଭାବ ପକାଇଥାଏ । କେବଳ ଏତିକି ନୁହେଁ ଖାଦ୍ୟର ଗୁଣବତ୍ତାକୁ ନଷ୍ଟ କରିଦେଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking