30.1 C
Bhubaneswar
Monday, May 5, 2025
Homeଓଡିଶାଭଦ୍ରକରେ ପଣା ପିଇ ୫୦ରୁ ଅଧିକ ଝାଡାବାନ୍ତିରେ ଆକ୍ରାନ୍ତ

ଭଦ୍ରକରେ ପଣା ପିଇ ୫୦ରୁ ଅଧିକ ଝାଡାବାନ୍ତିରେ ଆକ୍ରାନ୍ତ

ଭଦ୍ରକ: ଭଦ୍ରକରେ ପଣା ପିଇ ୫୦ରୁ ଅଧିକ ଝାଡାବାନ୍ତିରେ ଆକ୍ରାନ୍ତ । ଜଗଦଲପୁର ପଞ୍ଚାୟତ ଜୁଡାଗଡିଆ ଗାଁରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି ।  ସ୍ଥାନୀୟ  ଆଶାକର୍ମୀ ସରପଞ୍ଚଙ୍କ ଠାରୁ ଖବର ପାଇ ଭଦ୍ରକ ସିଡିଏମଓ ଡାକ୍ତର ସୁଧାଂଶୁ  ଶେଖର ବଳ ଘଟଣା  ସ୍ଥଳରେ ପହଞ୍ଚିଛନ୍ତି । ମହାମାରୀ  ବିଶେଷଜ୍ଞ ଡାକ୍ତର ପାର୍ତ ସାରଥୀ ମିଶ୍ରଙ୍କ ସହିତ  ଭଦ୍ରକ ମେଡିକାଲର ୩ଟି ଟିମ  ଗାଁରେ ପହଞ୍ଚି ଚିକିସ୍ଛା ଆରମ୍ଭ କରିଛନ୍ତି ।  ଘର ଘର ବୁଲି ଚିକିସା କରାଯାଉଛି । ସ୍ଥାନୀୟ ଅଙ୍ଗନୱାଡି କେନ୍ଦ୍ରରେ କ୍ୟାମ୍ପ କରିଛନ୍ତି ମେଡିକାଲ ଟିମ । କ୍ୟାମ୍ପରେ ଚିକିସ୍ଛା ସହିତ ଆକ୍ରାନ୍ତଙ୍କୁ ଓଆରଏସ ଏବଂ ଅନ୍ୟାନ୍ୟ ପ୍ରକାର ଔଷଧ ଦିଆଯାଉଛି । ଝାଡାବାନ୍ତିର  କାରଣ ଜାଣିବା ପାଇଁ  ନମୁନା ନିଆଯାଇ ପରୀକ୍ଷା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking