23.1 C
Bhubaneswar
Sunday, March 22, 2026
Homeଓଡିଶାନନ୍ଦନକାନନରେ ଆଉଟ୍ ସୋର୍ସିଂ କର୍ମଚାରୀଙ୍କ ପ୍ରତିବାଦ

ନନ୍ଦନକାନନରେ ଆଉଟ୍ ସୋର୍ସିଂ କର୍ମଚାରୀଙ୍କ ପ୍ରତିବାଦ

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ  ଅସ୍ଥାୟୀ ଭାବେ କାର୍ଯ୍ୟରତ ଆଉଟ୍ ସୋର୍ସିଂ କର୍ମଚାରୀମାନେ ସୋମାନଙ୍କ ନିଯୁକ୍ତିକୁ ସ୍ଥାୟୀ ଦାବି କରିଛନ୍ତି। ସରକାର ବେତନ ପ୍ରଦାନ କରିବା ସହ ଅନ୍ୟାନ୍ୟ ଦାବି ପୂରଣ କରନ୍ତୁ ବୋଲି ସେମାାନେ ପ୍ରବେଶ ଫାଟକ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ  ଧାରଣାରେ ବସିଛନ୍ତି। କର୍ମଚାରୀ ସଂଘର ସଭାପତି ଜୟନ୍ତ କୁମାର ରାଉତରାୟଙ୍କ ନେତୃତ୍ୱରେ ଅନୁଷ୍ଠିତ ଧାରଣାକୁ ନନ୍ଦନକାନନ ଗାଇଡ ସଂଘ ଓ ବୁଦ୍ଧିଜିବୀମାନେ ଯୋଗଦେଇ ସମର୍ଥନ କରିଥିଲେ। ଦାରୁଙ୍ଗ ସରପଞ୍ଚ ତପନ କୁମର ଚକ୍ରବର୍ତ୍ତି, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କୁନାଲ ରାଉତ, ଗାଇଡ ସଂଘର ସଭାପତି ସୁମନ୍ତ ସୁନ୍ଦରରାୟ ଓ ସମ୍ପାଦକ ସନାତନ ରାଉତଙ୍କ ସମେତ ସାମିଲ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking