23.1 C
Bhubaneswar
Sunday, February 8, 2026
Homeଓଡିଶାକଏଦୀ ମୃତ୍ୟୁରୁ ଉତ୍ତେଜନା

କଏଦୀ ମୃତ୍ୟୁରୁ ଉତ୍ତେଜନା

ଆଠଗଡ: ଖୁଣ୍ଟୁଣୀ ଜେଲରେ ବିଚାରଧୀନ ବନ୍ଦୀଙ୍କ ମୃତ୍ୟୁ । ବିଚାରାଧୀନ ବନ୍ଦୀ ତୟାବ ଖାଁଙ୍କ ସନ୍ଦେହଜନକ ମୃତ୍ୟୁ । ମୃତ କଏଦୀଙ୍କ ଘର ତିଗିରିଆ ପଙ୍କାଳ ଗାଁରେ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଖୁଣ୍ଟୁଣି-ନରସିଂହପୁର ରାସ୍ତାର ପଙ୍କାଳ ଛକରେ ରାସ୍ତାରୋକ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking