33.1 C
Bhubaneswar
Wednesday, March 18, 2026
Homeଓଡିଶାବିଧାନସଭାରେ ଆମ ସଂଖ୍ୟା ୯୩: ସନ୍ତୋଷ ଖଟୁଆ

ବିଧାନସଭାରେ ଆମ ସଂଖ୍ୟା ୯୩: ସନ୍ତୋଷ ଖଟୁଆ

ଭୁବନେଶ୍ୱର: ବିଧାନସଭାରେ ଆମ ସଂଖ୍ୟା ୯୩ କହିଲେ ବିଜେପିର ସନ୍ତୋଷ ଖଟୁଆ । ରାଜ୍ୟସଭା ନିର୍ବାଚନରେ ଆମେ ୯୩ ଭୋଟ ପାଇଛୁ । ଆମ ସଂଖ୍ୟା ୮୧ରୁ ବଢି ୮୨ ହୋଇଥିଲା, ଆଉ ଏବେ ୯୩ । ନବୀନ ବାବୁଙ୍କ ୮ ବିଧାୟକ ଟ୍ରଷ୍ଟ ହରାଇଲେ , ତେଣୁ ଆମକୁ ଭୋଟ ଦେଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking