30.1 C
Bhubaneswar
Sunday, May 11, 2025
Homeଓଡିଶାଅରକ୍ଷିତଙ୍କୁ ଆମ ସରକାର ସାହା: ମୁଖ୍ୟମନ୍ତ୍ରୀ

ଅରକ୍ଷିତଙ୍କୁ ଆମ ସରକାର ସାହା: ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ସମ୍ବଲପୁରରେ ହୋଇଥିବା ସ୍ୱତନ୍ତ୍ର କାଯ୍ୟକ୍ରମ ଅଭିଯୋଗ ଶୁଣାଣି ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ,  ଘଣ୍ଟାଏ ଭିତରେ ହଜାରେ ପଞ୍ଜିକୃତ ହୋଇଥିଲା । ଅଫଲାଇନରେ ମଧ୍ୟ ଆସିଥିବା ଲୋକଙ୍କ ଗୁହାରି ଶୁଣିଲେ । ୯ଟି ପାଳିରେ ୯ ହଜାର ଲୋକଙ୍କ ଅଭିଯୋଗ ଶୁଣିଛି । କେସ ସମାଧାନରେ ୯୮ ପ୍ରତିଶତ କରିଛୁ । ଜଟିଳ ରୋଗରେ ପୀଡିତ ଲୋକମାନଙ୍କୁ  ତୁରନ୍ତ ସହାୟତା  ମିଳିଛି । ଅରକ୍ଷିତଙ୍କୁ ଦଇବ ସାହା ଭଳି, ଅରକ୍ଷିତଙ୍କୁ  ଆମ ସରକାର ସାହା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking