31.1 C
Bhubaneswar
Friday, March 14, 2025
Homeଓଡିଶାଆମ ସରକାର କାହାକୁ ଛାଡିନାହାନ୍ତି କି ଛାଡିବେନି- ମନ୍ତ୍ରୀ   

ଆମ ସରକାର କାହାକୁ ଛାଡିନାହାନ୍ତି କି ଛାଡିବେନି- ମନ୍ତ୍ରୀ   

ଭୁବନେଶ୍ୱର : ରାଜା ଚକ୍ର ମାମଲାରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି କହିଛନ୍ତି , ରାଜା ଚକ୍ରଙ୍କ ଲିଙ୍କରେ ଅନେକ ବଡବଡିଆଙ୍କ ସଂପୃକ୍ତି ରହିଛି । କାଲି ବଦ୍ରିପାତ୍ର କହି ସାରିଛନ୍ତି. ୠିଙ୍କରେ ଯିଏବି ଅଛନ୍ତି ଛଡା ଯିବନି । ଆଇନ ଅନୁସାରେ କାହାକୁ ଛଡାଯିବନି । ସମସ୍ତେ ବନ୍ଧା ହେବେ । ଆମ ସରକାର କାହାକୁ ଛାଡିନାହାନ୍ତି କି  ଛାଡିବେନି କହିଛନ୍ତି ଆଇନମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking