14.1 C
Bhubaneswar
Monday, January 12, 2026
Homeଓଡିଶାଆମ ବସରେ ଲାଗିଲା ନିଆଁ

ଆମ ବସରେ ଲାଗିଲା ନିଆଁ

ଭୁବନେଶ୍ୱର: ପ୍ରତିଦିନ ଆମ ବସକୁ ନେଇ କିଛିନାକିଛି ଅଘଟଣ ଘଟୁଛି । ଭୁବନେଶ୍ୱର  କଳିଙ୍ଗ  ଷ୍ଟୁଡିଓ ଛକ  ନିକଟରେ  ନିଆଁ  ଲାଗି ଜଳିଯାଇଛି ଆମ ବସ ।  ଆଜି ଭୋରରୁ  ଏହି ଅଘଟଣ ଘଟିଛି ।  ୨୩ ନମ୍ବର ରୁଟରେ ହଠାତ  ଆମ ବସଟି  ଜଳି ଉଠିଥିଲା ।  ଅଗ୍ନିକାଣ୍ଡରେ ବସଟି ସମ୍ପୁର୍ଣ୍ଣ  ଜଳିଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି  ଯାତ୍ରୀ  । ସର୍ଟସର୍କିଟ ଯୋଗୁଁ  ଅଗ୍ନିକାଣ୍ଡ ଘଟିଥିବା  ପ୍ରାଥମିକ ତଦନ୍ତ ଜଣାପଡିଛି ।  ଭରତପୁର ଥାନା   ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ  ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking