30.1 C
Bhubaneswar
Thursday, February 5, 2026
Homeଓଡିଶାସମ୍ବଲପୁରରେ ହେବ ଓୟୁଏଟି କ୍ୟାମ୍ପସ: ମନ୍ତ୍ରୀ

ସମ୍ବଲପୁରରେ ହେବ ଓୟୁଏଟି କ୍ୟାମ୍ପସ: ମନ୍ତ୍ରୀ

ଭୁବନେଶ୍ୱର: ସମ୍ବଲପୁରରେ ହେବ ଓୟୁଏଟି କ୍ୟାମ୍ପସ । କୃଷି ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ କନକ ବର୍ଧନ ସିଂହ ଦେଓ ଘୋଷଣା କରିଛନ୍ତି । ସେଠାକୁ ଖୁବଶୀଘ୍ର ଏକ ଟିମ ଭିଜିଟ କରିବାକୁ ଯିବ କହିଲେ । ମୟୁରଭଞ୍ଜ, ବ୍ରହ୍ମପୁରରେ କୃଷି କଲେଜ ଖୋଲାଯିବ । ସୋନପୁରରେ ମତ୍ସ୍ୟ ଓ ପଶୁ  ସମ୍ପଦ  କଲେଜ ହେବ କହିଛନ୍ତି କନକ ବର୍ଧନ ସିଂହ ଦେଓ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking