28.1 C
Bhubaneswar
Friday, March 27, 2026
Homeଓଡିଶାଓଟିଇଟି ଫଳାଫଳ ପ୍ରକାଶ

ଓଟିଇଟି ଫଳାଫଳ ପ୍ରକାଶ

ଭୁବନେଶ୍ୱର : ଓଟିଇଟି ଫଳାଫଳ ପ୍ରକାଶ ପାଇଛି । www.bseodisha.ac.inରେ ରେଜଲ୍ଟ  ଉପଲବ୍ଧ ହେବ । ୨୯ ନଭେମ୍ବର ଯାଏଁ ଓଏମଆର ସିଟ ଡାଉନଲୋଡ କରିପାରିବେ ବୋଲି ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ତରଫରୁ ପ୍ରେସ୍ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking