18.1 C
Bhubaneswar
Wednesday, February 4, 2026
Homeଓଡିଶାଓଟିଇଟି ପ୍ରଶ୍ନପତ୍ର ଲିକ୍: ୨ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ

ଓଟିଇଟି ପ୍ରଶ୍ନପତ୍ର ଲିକ୍: ୨ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା  ।  ୨ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ ।   ଦିନିକିଆ ରିମାଣ୍ଡ ପାଇଁ ଅନୁମତି ଦେଲେ କୋର୍ଟ । ରାମପ୍ରସାଦ ଗୁପ୍ତା ଓ ସନାତନ ବିଷୋୟୀଙ୍କୁ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ  ।  ଓଟିଇଟି ପ୍ରଶ୍ନପତ୍ର ଭାଇରାଲ୍ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରି ବୋର୍ଡର ଡାଟା  ଏଣ୍ଟ୍ରି ଅପରେଟର୍ ଜିତନ  ମହାରଣା ମାଧ୍ୟମରେ  ୬ଟି ଜିଲ୍ଲାରେ  ପ୍ରଶ୍ନପତ୍ର ବିକ୍ରି କରାଯାଇଥିବା ଜାଣିବାକୁ ପାଇଥିଲା। ଏଭଳି ପ୍ରମାଣ ମିଳିବା ପରେ କ୍ରାଇମବ୍ରାଞ୍ଚ ବୋର୍ଡ ଉପସଭାପତି ଡକ୍ଟର ମହାନ୍ତିଙ୍କୁ ଗିରଫ କରିଥିଲା  ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking