18.1 C
Bhubaneswar
Thursday, February 5, 2026
Homeଓଡିଶାଓଟିଇଟି ପ୍ରଶ୍ନପତ୍ର ଲିକ: ଆଉ ଜଣେ ଗିରଫ

ଓଟିଇଟି ପ୍ରଶ୍ନପତ୍ର ଲିକ: ଆଉ ଜଣେ ଗିରଫ

ଭୁବନେଶ୍ୱର: ଓଟିଇଟି ପ୍ରଶ୍ନପତ୍ର ଲିକ ଘଟଣାରେ ଆଉ ଜଣେ ଗିରଫ । କଳାହାଣ୍ଡିର ଜଣେ ଶିକ୍ଷକଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଏବେ ଆଉ ଜଣଙ୍କୁ ମାରାଥନ ପଚରାଉଚରଆ କରୁଛି  କ୍ରାଇମବ୍ରାଞ୍ଚ । ପ୍ରଶ୍ନପତ୍ର ଲିକ ଘଟଣାରେ ଗିରଫ ହେଲେଣି ମୋଟ ୭ ଜଣ । ଆଗରୁ ୪ ଶିକ୍ଷକ ସମେତ ୬ ଜଣ ଗିରଫ ହୋଇଥିଲେ ।  ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ଥିଲେ ମାଷ୍ଟରମାଇଣ୍ଡ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking