20.1 C
Bhubaneswar
Saturday, February 14, 2026
Homeଓଡିଶାଓଏସଏସଏସସି ଅଫିସ ଘେରାଉ

ଓଏସଏସଏସସି ଅଫିସ ଘେରାଉ

ଭୁବନେଶ୍ୱର : ଭୁବନେଶ୍ୱର ଓଏସଏସଏସସି ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କନିଷ୍ଠ ଶିକ୍ଷକ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ । ଯୋଗ୍ୟ ମେରଟ୍ ତାଲିକାରୁ ବାଦ୍ ପଡଥିବା ପରୀକ୍ଷାର୍ଥୀଙ୍କ ପ୍ରତିିବାଦ । ଦାୟିତ୍ୱହୀନତାକୁ ଦୋଷରୋପ କରି ପୁନଃ ପରୀକ୍ଷା କରବାକୁ ଦାବି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking