28.1 C
Bhubaneswar
Friday, June 6, 2025
Homeଓଡିଶା୨୭ ତାରିଖ ପରୀକ୍ଷା ରଦ୍ଦ: ଓଏସଏସସି

୨୭ ତାରିଖ ପରୀକ୍ଷା ରଦ୍ଦ: ଓଏସଏସସି

ନୂଆଦିଲ୍ଲୀ: ଏପ୍ରିଲ ୨୭ ତାରିଖ ପରୀକ୍ଷାକୁ ରଦ୍ଦ କଲା ଏସଏସସି । ଏସଆଇ ରାଙ୍କର ବିଭିନ୍ନ ବର୍ଗର ପଦ ପଦବୀ ପାଇଁ ପରୀକ୍ଷା ରଦ୍ଦ । ଆସନ୍ତା ଜୁଲାଇ ୬ରେ ସାନି ପରୀକ୍ଷା ନେଇ ସୂଚନା । ପରିଚାଳନା ତ୍ରୁଟି ପାଇଁ ପୁଣି ଥରେ ଓଏସଏସସି ପକ୍ଷରୁ ଦୁଃଖପ୍ରକାଶ କରିଛନ୍ତି । ସିଲାବସ ବାହାରେ ପ୍ରଶ୍ନ ପଡିଥିବା ଅଭିଯୋଗ କରିଥିଲେ ପରୀକ୍ଷାର୍ଥୀ । ତ୍ରୁଟି ମାନି ଓଏସଏସସି ପରୀକ୍ଷାର୍ଥୀଙ୍କ ଠାରୁ ମଧ୍ୟ ମତାମତ ଲୋଡିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking