31.1 C
Bhubaneswar
Saturday, May 17, 2025
Homeଓଡିଶାତ୍ରୁଟି ସ୍ୱୀକାର କଲେ ଓଏସଏସସି କର୍ତ୍ତୃପକ୍ଷ

ତ୍ରୁଟି ସ୍ୱୀକାର କଲେ ଓଏସଏସସି କର୍ତ୍ତୃପକ୍ଷ

ଭୁବନେଶ୍ୱର: ଓଡିଶା ଷ୍ଟାଫ ସିଲେକ୍ସନ କମିଶନ (ଓଏସଏସସି) ପରୀକ୍ଷାରେ ବଡ ତ୍ରୁଟି । ତ୍ରୁଟି ସ୍ୱୀକାର କଲେ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ କର୍ତ୍ତୃପକ୍ଷ । ଆୟୋଗ ତ୍ରୁଟିକୁ ସ୍ୱୀକାର କରି ଦୁଃଖ ପ୍ରକାଶ କଲେ କର୍ତ୍ତୃପକ୍ଷ । ଆଉ ଏକ ପରୀକ୍ଷାର ବିକଳ୍ପ ଉପରେ ବିଚାର କରୁଥିବା ଜଣାଇଲେ ଓଏସଏସସ କର୍ତ୍ତୃପକ୍ଷ । ମେ ୪ ତାରିଖ ଭିତରେ ପରାମର୍ଶ ଲୋଡି ନୋଟିସ୍ କଲୋ । ଆଜି ଏକ୍ସାଇଜ୍ ଓ ଟ୍ରାଫିକ ଏସ୍‌ଆଇ ପରୀକ୍ଷା ମଧ୍ୟ ଥିଲା । ମାତ୍ର ସିଜିଏଲ୍ ରୁ ପ୍ରଶ୍ନ ଆସିଥିବା ପରୀକ୍ଷାର୍ଥୀଙ୍କ ଅଭିଯୋଗ । ଏତେ ବଡ ପରୀକ୍ଷାରେ ତ୍ରୁଟିକୁ ନେଇ ପରୀକ୍ଷାର୍ଥୀ ହତାଶ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking