ପୁରୀ: ଆସନ୍ତା ରଥଯାତ୍ରାରୁ ଜୌବିକ ଚାଉଳରେ ପ୍ରସ୍ତୁତ ହେବ କୋଠ ଭୋଗ । ଏନେଇ କୃଷି ବିଭାଗ ପ୍ରମୁଖ ଶାସନ ସଚିୁବ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି । ବଳଭଦ୍ର ଜୈବିକ ଚାଷ ମିଶନ ଦ୍ୱାରା ପ୍ରସ୍ତୁତ ଚାଉଳରୁ ପ୍ରସ୍ତୁତ ହେବ । ଶ୍ରୀଅନ୍ନ କାର୍ଯ୍ୟକ୍ରମରେ ଅନେକ ଜିଲ୍ଲାରେ ଜୈବିକ ଚାଷ କରାଯାଉଛି । ନିଆଳି ଏବଂ କୋରାପୁଟରେ ଚାଷୀ ଜୈବିକ ଧାନ ଚାଷ କରୁଛନ୍ତି ।










