29.1 C
Bhubaneswar
Friday, October 18, 2024
Homeଓଡିଶାଅଙ୍ଗ ତସ୍କରୀ ତଦନ୍ତ ନିର୍ଦେଶ

ଅଙ୍ଗ ତସ୍କରୀ ତଦନ୍ତ ନିର୍ଦେଶ

କଟକ ଘରୋଇ ହସ୍ପିଟାଲ ଅଙ୍ଗ ତସ୍କରୀ ଅଭିଯୋଗର ତଦନ୍ତ ନିର୍ଦେଶ। ତଦନ୍ତ ପାଇଁ ନିର୍ଦେଶ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ନିର୍ଦେଶକ ସ୍ତରରେ ତଦନ୍ତ ପାଇଁ ନିର୍ଦେଶ କରିଛି। ପୋଲିସ କମିଶନରଙ୍କ ସହ ମଧ୍ୟ ଏ ସମ୍ପର୍କରେ କଥା ହୋଇଛି । କମିଶନରେଟ ଓ ବାଲିଗୁଡା ପୋଲିସ , ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ ତଦନ୍ତ କରିବେ । ତଦନ୍ତ ରିପୋର୍ଟ ମିଳିଲା ପରେ , ଯିଏ ଦୋଷ କରିଥିବ କାର୍ଯାନୁଷ୍ଠାନ ହେବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking