ଭୁବନେଶ୍ୱର : ରାଜଧାନୀର ୧୯୧ ଆପାର୍ଟମେଣ୍ଟ ଭାଙ୍ଗିବାକୁ ନିର୍ଦ୍ଦେଶ । ବେଆଇନ ଆପାର୍ଟମେଣ୍ଟ ଭାଙ୍ଗିବାକୁ ସରକାରଙ୍କ ନିର୍ଦ୍ଦେଶ । ଗୃହରେ ଲିଖିତ ଉତ୍ତର ରଖିଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନର ଉତ୍ତର ଦେଲେ । ୪୯୧ ବେଆଇନ ଆପାର୍ଟମେଣ୍ଟ ଥିବା ଅଭିଯୋଗ । ବିଡିଏ ଅଧିନରେ ଥିବା ବେଆଇନ ଆପାର୍ଟମେଣ୍ଟ ଭାଙ୍ଗିବା ନିର୍ଦ୍ଦେଶ । ୬୩ଟି ମାମଲା ଖାରଜ, ୨୩୭ଟି ବିଚାରଧିନ ରହିଛି ।










