ନୂଆ ସରକାରଙ୍କ ସ୍କାନରରେ ୯୧ ବିଡିଓ
ଭୁବନେଶ୍ୱର : ନୂଆ ସରକାରଙ୍କ ସ୍କାନରରେ ରାଜ୍ୟର ୯୧ ବିଡିଓ । ୯୧ ବିଡିଓଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ । ବିଭିନ୍ନ ଅଭିଯୋଗ ଆଧାରରେ ନିଆଯାଉଛି କାର୍ଯ୍ୟାନୁଷ୍ଠାନ । ଯାହାକୁ ବର୍ତ୍ତମାନ ବିଚାରକୁ ନିଆଯାଇଛି । ବିଜେଡି ବାଧାୟକଙ୍କ ପ୍ରଶ୍ନରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଉତ୍ତର । ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ ରବି ନାଏକଙ୍କ ଉତ୍ତର । ପଶ୍ଚିମବଙ୍ଗ : ପୋଲିସ-ବିକ୍ଷୋଭକାରୀ ମୁହାଁମୁହିଁ
Copy and paste this URL into your WordPress site to embed
Copy and paste this code into your site to embed