ଭୁବନେଶ୍ୱର: ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର । ଆସନ୍ତାକାଲି ସକାଳ ୮ଟା ୩୦ଯାଏଁ ସତର୍କତା ଜାରି ହୋଇଛି । ବିଜୁଳି ଘଡଘଡି ସହ ବର୍ଷା ନେଇ ପୂର୍ବାନୁମାନ କରାଯାଉଛି । ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ବହିପାରେ ପବନ । କେନ୍ଦ୍ରପଡା,ଭଦ୍ରକ,ବାଲେଶ୍ୱର ଜିଲ୍ଲାକୁ ଚେତାବନୀ । ଢେଙ୍କାନାଳ,ଯାଜପୁର, ମୟୁଭଞ୍ଜ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ । କେନ୍ଦୁଝର, ଝାରସୁଗୁଡା, ସୁନ୍ଦରଗଡକୁ ଚେତାବନୀ ଜାରି । ୧୪ ଜିଲ୍ଲାକୁ ଜାରି ହେଇଛି ୟେଲୋ ୱାର୍ଣ୍ଣିଂ ।










