19.1 C
Bhubaneswar
Monday, February 2, 2026
Homeଦେଶ ବିଦେଶଅରେଞ୍ଜ ଇକୋନୋମିକୁ ପ୍ରାଧାନ୍ୟ

ଅରେଞ୍ଜ ଇକୋନୋମିକୁ ପ୍ରାଧାନ୍ୟ

ନୂଆଦିଲ୍ଲୀ: ଆଜି ସଂସଦରେ ବଜେଟ ୨୦୨୬ – ୨୭ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତାର ନବମ ଥର ପାଇଁ ବଜେଟ ଆଗତ କରିଛନ୍ତି ନିର୍ମଳା ସୀତାରମଣ ।  ବଜେଟରେ ଅରେଞ୍ଜ ଇକୋନୋମିକୁ ପ୍ରାଧାନ୍ୟ ଦିଆଯାଇଛି। ଆନିମେସନ, ଭିଜୁଆଲ ଇଫେକ୍ଟ୍‌ସ, ଗେମିଙ୍ଗ ଏବଂ କମିକ୍ସ- ଏଭିଜିସି । ଏନେଇ ସରକାର ଆଇଆଇସିଟିସି ମୁମ୍ବାଇକୁ ପ୍ରୋତ୍ସାହନ ଦେବେ । ସ୍କୁଲ/କଲେଜରେ କଣ୍ଟେଣ୍ଟ କ୍ରିଏଟର ଲ୍ୟାବ ରହିବ । ୧୫ ଶହ ସେକେଣ୍ଡାରୀ ସ୍କୁଲ, ୫ ଶହ କଲେଜରେ ଏଭିଜିସି ସ୍ଥାପନ ହେବ । ୨୦୩୦ ସୁଦ୍ଧା ଏଭିଜିସି କ୍ଷେତ୍ରରେ ୨୦ ଲକ୍ଷ ଦକ୍ଷ ପେଶାଦାରୀ ପୂରଣ ଲକ୍ଷ୍ୟ ରଖାଯାଇଛି । ସ୍ଥାନୀୟ ପ୍ରତିଭାଙ୍କୁ ପୋଷଣ ସହ ଦେଶୀୟ ବୌଦ୍ଧିକ ସମ୍ପଦ ସୃଷ୍ଟି ହେବ ।

ଏମଏସଏମଇ ଏବଂ ଉତ୍ପାଦନ କ୍ଷେତ୍ର ପାଇଁ ୪ ହଜାର କୋଟି ଟଙ୍କାର ପ୍ରୋତ୍ସାହନ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking