ଏମଏସଏମଇ ଏବଂ ଉତ୍ପାଦନ କ୍ଷେତ୍ର ପାଇଁ ୪ ହଜାର କୋଟି ଟଙ୍କାର ପ୍ରୋତ୍ସାହନ

ନୂଆଦିଲ୍ଲୀ: ଆଜି ସଂସଦରେ ବଜେଟ ୨୦୨୬ – ୨୭ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତାର ନବମ ଥର ପାଇଁ ବଜେଟ ଆଗତ କରିଛନ୍ତି ନିର୍ମଳା ସୀତାରମଣ । ବଜେଟରେ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଏବଂ ଉତ୍ପାଦନ କ୍ଷେତ୍ର ପାଇଁ ଏକ ବଡ଼ ପଦକ୍ଷେପ ଘୋଷଣା କରିଛନ୍ତି। “ଚାମ୍ପିଅନ୍” SMEs ସୃଷ୍ଟି କରିବା ପାଇଁ ୧୦,୦୦୦ କୋଟି ଟଙ୍କାର ଏକ ପାଣ୍ଠି ଏବଂ ଆତ୍ମନିର୍ଭରଶୀଳ ଭାରତ ପାଣ୍ଠି ପାଇଁ ୪,୦୦୦ କୋଟି ଟଙ୍କାର ଟପ୍-ଅପ୍ … Continue reading ଏମଏସଏମଇ ଏବଂ ଉତ୍ପାଦନ କ୍ଷେତ୍ର ପାଇଁ ୪ ହଜାର କୋଟି ଟଙ୍କାର ପ୍ରୋତ୍ସାହନ