ଭୁବନେଶ୍ୱର : ଓଡିଶାରେ ପୁଞ୍ଜିନିବେଶ ନେଇ ସରକାର ଆଶାବାଦୀ କହିଲେ ଉପମୁଖ୍ୟମନ୍ତ୍ରୀ କେ. ଭି ସିଂଦେଓ । ପୂର୍ୱ ବିଜେଡି ସରକାର ନିବେଶ ଆଣିବାକୁ ଅନ୍ୟ ରାଜ୍ୟ , ବିଦେଶ ଯାଉଥିଲେ । କିନ୍ତୁ ବିଜେପି ସରକାରରେ ନିବେଶକମାନେ ଓଡିଶା ଆସୁଛନ୍ତି । ପୂର୍ୱ ସରକାର ବେଳେ ଏମୟୁ ଭିତରୁ କେତେ ଗ୍ରାଉଣ୍ଡେଡ ହୋଇଛି । ଏବେ ପ୍ରବାସୀମାନେ ଓଡିଶାରେ ନିବେଶ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ଉତ୍କର୍ଷ ଓଡିଶା କନକ୍ଲେଭରେ ପୁଞ୍ଜିନିବେଶ ପାଇଁ ଏମଓୟୁ ସ୍ୱାକ୍ଷର ହେବ ।