ନୂଆଦିଲ୍ଲୀ: ଜାପାନକୁ ଭାରତର ଅପରେସନ ସିନ୍ଦୂର ନେଇ ଅବଗତ କରାଇଲା ଭାରତ । ଜାପାନ ବିଦେଶ ମନ୍ତ୍ରୀଙ୍କୁ ଜଣାଗଲା । ଜଣାଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର । ଭାରତର ଅପରେସନ ସିନ୍ଦୂର ସମ୍ପର୍କରେ ଜାପାନ ବିଦେଶ ମନ୍ତ୍ରୀଙ୍କୁ ଜଣାଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର। ଆତଙ୍କୀ ଠିକଣାରେ ଭାରତ ହମଲା କରିଥିଲା କହିଲେ ଏସ୍. ଜୟଶଙ୍କର ।