18.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଅପରେସନ ସିନ୍ଦୂର: ବିଦେଶ ଯିବେ ସର୍ବଦଳୀୟ ଟିମ୍‌

ଅପରେସନ ସିନ୍ଦୂର: ବିଦେଶ ଯିବେ ସର୍ବଦଳୀୟ ଟିମ୍‌

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧୀ ଲଢେଇ ନେଇ ସର୍ବଦଳୀୟ ପ୍ରତିନିଧୟ ଦଳ ଗଠନ । ପ୍ରତ୍ୟେକ ଟିମ୍‌ର ନେତୃତ୍ୱ ନେବେ ୭ ଜଣ ପ୍ରମୁଖ ନେତା । ବିଜେପିର ରବିଶଙ୍କର ପ୍ରସାଦ ଓ ବୈଜୟନ୍ତ ପଣ୍ଡା ନେବେ ନେତୃତ୍ୱ । କଂଗ୍ରେସର ଶଶି ତରୁର, ଜେଡିୟୁର ସଞ୍ଜୟ ଝା ନେତୃତ୍ୱ ନେବେ । ଡିଏମକେର କାନିମୋଇ କରୁଣାନିଧି ଓ ଏନସିପିର ସୁପ୍ରିୟା ସୁଲେ ନେତୃତ୍ୱ ନେବେ । ଶିବସେନାର ଏକନାଥ ସିନ୍ଦେ ଟିମର ନେତୃତ୍ୱ ନେବେ । ପ୍ରତିଟି ଟିମରେ ସାଂସଦ, ରାଜନୈତିକ ବ୍ୟକ୍ତିତ୍ୱ, କୂଟନୀତିଜ୍ଞ ରହିବେ । ୭ଟି ସର୍ବଦଳୀୟ ଟିମ ପ୍ରମୁଖ ସହେଯାଗୀ ଦେଶ ଗସ୍ତ କରିବ । ୟୁଏନସିଏସ ସଦସ୍ୟ ରାଷ୍ଟ୍ରକୁ ମଧ୍ୟ ପ୍ରସିନିଧି ଦଳ ଗସ୍ତ କରିବେ । ଚଳିତ ମାସ ଶେଷରେ ସହଯୋଗୀ ଦେଶ ଗସ୍ତ କରିବ ଟିମ । ଆତଙ୍କବାଦ ବିରୁଦ୍ଧରେ ଦେଶର ଶୂନ୍ୟ ସହନଶୀଳତା ବାର୍ତ୍ତା ପହଞ୍ଚାଇବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking