28.1 C
Bhubaneswar
Saturday, July 26, 2025
Homeଦେଶ ବିଦେଶବଡ ମାଓ ଅପରେସନ: ଏକାଧିକ ମାଓବାଦୀଙ୍କ ମୃତ୍ୟୁ

ବଡ ମାଓ ଅପରେସନ: ଏକାଧିକ ମାଓବାଦୀଙ୍କ ମୃତ୍ୟୁ

ରାୟପୁର: ଛତିଶଗଡ ସୀମାବର୍ତ୍ତୀ ଜଙ୍ଗଲରେ ଏନକାଉଣ୍ଟର ଚାଲିଛି । ଅବୁଝମାଡ ଜଙ୍ଗଲରେ ବଡ ମାଓ ଅପରେସନ ଚାଲିଛି । ନାରାୟଣପୁର- ବିଜାପୁର ସମାରେ ଏନକାଉଣ୍ଟର ଚାଲିଛି । ଅପରେସନରେ ଏକାଧିକ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମାଓବାଦୀଙ୍କ କେନ୍ଦ୍ରୀୟ କମିଟି ସଦସ୍ୟଙ୍କୁ ଘେରିଲେ ଯବାନ ।  ବିଜାପୁର, ନାରାୟଣପୁର, ଦାନ୍ତେୱାଡା ଡିଆରଜି ଯବାନଙ୍କ ଅପେରସନରେ ଏକାଧିକ ମାଓବାଦୀଙ୍କ ନିହତ ହୋଇଛି । ଏନେଇ ନାରାୟଣପୁର ଏସପି ପ୍ରଭାତ କୁମାର ସୂଚନା ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking