ନୂଆଦିଲ୍ଲୀ: ଅପରେସନ ସିନ୍ଦୁର ନେଇ ପ୍ରେସମିଟରେ ଆତଙ୍କୀ ହମଲାର ସୂଚନା ଦେଲେ ୱିଙ୍ଗ କମାଣ୍ଡର ବ୍ୟୋମିକା । କହିଛନ୍ତି, ସବୁ ତଥ୍ୟ ପ୍ରମାଣ ମିଳିବା ପରେ ଆକ୍ରମଣ ହୋଇଛି । କେବଳ ଆତଙ୍କୀ ଆଡ୍ଡାକୁୁ ସଠିକ ଭାବେ ଟାର୍ଗେଟ କରାଯାଇଛି । କୌଣସି ବେସାମରିକ ଅଞ୍ଚଳ ଉପରେ ଆକ୍ରମଣ ହୋଇନି । ଯେଉଁ ୯ଟି ଆଡ୍ଡା ସ୍ଥଳ ଉପରେ ଆକ୍ରମଣ ହୋଇଛି ସ୍ପଷ୍ଟ କଲେ । ଭକ୍ଟକ୍ସରଆଲ ଦେଖାଇ କେଉଁ ସ୍ଥାନରେ ଆକ୍ରମଣ ହୋଇଛି ଜଣାଇଲେ । ପାକିସ୍ତାନ ଭୁଖଣ୍ଡ ହୋଇଥିବା ଆକ୍ରମଣ କଥା ବି ସ୍ପଷ୍ଟ କଲେ । ଏମାନେ ପୂର୍ୱରୁ ଭାରତରେ କେଉଁ ଆକ୍ରଣଣରେ ସଂଶ୍ଳିଷ୍ଟ ଜଣାଇଲେ ।