ନୂଆଦିଲ୍ଲୀ: ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ଜ୍ୟୋତିର୍ମଠ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନନ୍ଦ ସରସ୍ୱତୀଙ୍କ ବଡ ବୟାନ ଦେଇଛନ୍ତି । ପୁରୀରେ କେବଳ ଜଗନ୍ନାଥ ଧାମ ରହିଛି କହିଛନ୍ତି, ଶଙ୍କରାଚାର୍ଯ୍ୟ । ଅନ୍ୟ ମନ୍ଦିରକୁ ଧାମ କହିବା ଅନୁଚିତ । ଅନ୍ୟପଟେ, ନିଜ ଜିଦରେ ଅଟଳ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦୀଘାରେ ଲାଗିଲା ସ୍ଥାୟୀ ଜଗନ୍ନାଥ ଧାମ ହୋର୍ଡିଂ । ଦୀଘା ଜଗନ୍ନାଥ ମନ୍ଦିର ସମ୍ମୁଖରେ ଲାଗିଲା ସ୍ଥାୟୀ ହୋର୍ଡିଂ । ଟ୍ୱିଟକୁ ଭୁଲ ପ୍ରମାଣିତ କଲେ ମମତା ବାନାର୍ଜୀ । ଜଗନ୍ନାଥ ଧାମ ଉଠାଇ ନେଇ ପୋଷ୍ଟ କରିଛିଲେ ଅମିତ ମାଲବ୍ୟ ।










