19.1 C
Bhubaneswar
Monday, December 8, 2025
Homeଓଡିଶାବିଜେଡି ଲୋକ ହିଁ ଗଠନ କରିବେ ନୂଆ ବିଜେଡି: ଅମର ଶତପଥୀ

ବିଜେଡି ଲୋକ ହିଁ ଗଠନ କରିବେ ନୂଆ ବିଜେଡି: ଅମର ଶତପଥୀ

ଭୁବନେଶ୍ୱର: ବିଜେଡି ଲୋକ ହିଁ ଗଠନ କରିବେ ନୂଆ ବିଜେଡି । ନୂଆ ବିଜେଡି ଗଠନ ନେଇ ଅମର ଶତପଥୀ ସଙ୍କେତ ଦେଇଛନ୍ତି । କହିଛନ୍ତି, ବିଜେଡି ଲୋକ ହିଁ ଗଠନ କରିବେ ନୂଆ ବିଜେଡି । ବର୍ତ୍ତମାନର ବିଜେଡି  ଲୋକ ଓ କର୍ମୀଙ୍କ ଠାରୁ ଦୂରେଇ ଯାଉଛି । ଆଗକୁ ଆହୁରି ନେତା , କର୍ମୀ ଦୂରେଇ ଯିବେ । ନିର୍ଦ୍ଦିଷ୍ଟ ନୀତି ଓ ବିଚାରଧାରାରେ ନଚାଲିଲେ ଏମିତି ହେବ ।  ବିଜେଡିର ଉତ୍ତରାଧିକାରୀ ଗୋପରେ କି  ମଥୁରାରେ ଅଛି କିଏ କହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking