31.1 C
Bhubaneswar
Wednesday, March 25, 2026
Homeଓଡିଶାହାଇୱା ଧକ୍କାରେ ଜଣେ ଛାତ୍ରୀ ମୃତ: ଜଣେ ଗୁରୁତର

ହାଇୱା ଧକ୍କାରେ ଜଣେ ଛାତ୍ରୀ ମୃତ: ଜଣେ ଗୁରୁତର

ଯାଜପୁର:ଯାଜପୁର ଜିଲ୍ଲା ର ଯାଜପୁର ରୋଡ ଥାନା ଅନ୍ତର୍ଗତ ଦାନଗଦି ବୁଦ୍ଧରାଜ ବିଦ୍ୟାପୀଠ ସ୍କୁଲ ସମୁଖ ରେ ଏକ ହାଇୱା ଧକାର ଦୁଇ ଜଣ ଛାତ୍ରୀ ଗୁରୁତର l ହୋଇ ପଡ଼ି ଥିଲେ। ସେ ମାଙ୍କସାଇକେଲ ଭାଙ୍ଗି ଯାଇଛି ଦୁଇ ଛାତ୍ରୀ ଙ୍କୁ ଗୁରୁତର ଅବସ୍ଥା ରେ ଦାନ ଗଦି ଗୋଷ୍ଟି କେନ୍ଦ୍ର ର ଭର୍ତ୍ତ୍ରୀ କାରା ଯାଇ ଛି ଅର୍ପିତା ଅବସ୍ଥା ସଙ୍ଗୀନ ହେବା ରୂ କଟକ ବଡ଼ ଡ଼ାକ୍ତରଖାନା କୁ ଚିକିତ୍ସା ପାଇଁ ପଠା ଯାଇଥିଲା ସେଠାରେ ତାର ସଂଧ୍ୟା ରେ ମୃତ୍ୟୁ ହୋଇ ଥିଲା ବିଦ୍ୟାଳୟ କୁ ଯିବା ସମୟରେ ପଛପଟୁ ଧକା ଦେଇଥିଲା OD 04 J 4641 ନାମକ ହାଇବା ଗାଡି.ଜଣଙ୍କ ଗୁର ଅବସ୍ଥା ଗୁରୁତର ଥିବାବେଳେ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଉ ଥିବା ବେଳେ ଅନ୍ୟ ଜଣ ଙ୍କୁ ଛାତ୍ରୀ ଦାନଗଦି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାତ କରାଯାଇଥିବା ସୂଚନା ମିଳୁଛି.l ଏହି ଘଟଣା କୁ ନେଇ ସେଠାରେ ଚାପା ଉତ୍ତେଜନା ସ୍ରୁଷ୍ଟି ହୋଇଥିବାବେଳେ ସ୍ଥାନୀୟ ଲୋକଙ୍କ ଦ୍ଵାରା ରାସ୍ତା ଅବରୋଧ କରାଯାଇଥିଲା. ଯାଜପୁର ରୋଡ ପୋଲିସ ପହଁଚି ଘଟଣାର ତଦନ୍ତ କରିବା ସହିତ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ରୋକ ହଟିଥିବା ଦେଖିବାକୁ ମିଳିଥିଲା. ଛାତ୍ରୀ ଦୁଇଜଣ ହେଉଛନ୍ତି ନବମ ଶ୍ରେଣୀ ର ଅର୍ଚିତା ବେହେରା ଓ ପ୍ରିୟା ପ୍ରିୟଦର୍ଶିନୀ ବାରିକ ବୋଲି ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ କହିଛନ୍ତି. ପ୍ରଧାନ ଶିକ୍ଷୟତ୍ରୀ ରାସ୍ତା କଡ ରେ ଥିବ ସ୍କୁଲ ନିକଟ ରେ ହମ୍ପସ ନିର୍ମାଣ ପାଇଁ କେବେ ଉଚ୍ଚ କର୍ତ୍ତପକ୍ଷଙ୍କୁ ଅବଗତ କରି ନ ଥିବାରୁ ଜନ ସଧାରଣ ମାନେ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ଦାୟୀ କରିଚନ୍ତି ରାସ୍ତା ରୋକ୍ ଫଳ ରେ ଯାଜପୁର ରୋଡ ଡ଼ୁବୁରୀ ରାସ୍ତା ରେ ଶହ ଶହ ଗାଡି ଠିଆ ହୋଇ ପଡ଼ି ରହି ଥିଲା ପ୍ରଶାସନ ପକ୍ଷରୁ ମୃତ ଛାତ୍ରୀ ଙ୍କ ପରବାର ବର୍ଗଙ୍କୁ ଅନୁ କମ୍ପା ରାଶି ଯୋଗାଇ ଦେବାକୁ ଦାବି ହେଉଛି l

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking