26.1 C
Bhubaneswar
Friday, June 6, 2025
Homeଓଡିଶାଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ: ସଂଖ୍ୟା  ୭କୁ ବୃଦ୍ଧି

ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ: ସଂଖ୍ୟା  ୭କୁ ବୃଦ୍ଧି

କଟକ: କଟକରେ ପ୍ରଥମ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।   ଆକ୍ରାନ୍ତ ଜଣେ ୪୫ ବର୍ଷିୟ ପୁରୁଷ । ଟେଷ୍ଟ କରିବାରୁ କୋଭିଡ ପଜିଟିଭ  ଜଣାପଡିଛି ।  ଗତ କିଛିଦିନ ଧରି ଆକ୍ରାନ୍ତଜଣକ ଜ୍ୱର ଥଣ୍ଡାରେ ଆକ୍ରାନ୍ତ ଥିଲେ । ଏବେ ସେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।  ସୂଚନା ଥାଉକି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭କୁ ଛୁଇଁଛି । ଭୁବନେଶ୍ୱରରେ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , ଖୋର୍ଧାରୁ ଜଣେ । ସେହିପରି ଆଜି ଆଉ ଜଣେ କଟକରୁ କରୋନା ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking