38.8 C
Bhubaneswar
Monday, April 13, 2026
Homeଓଡିଶାଗ୍ୟାସ ଟାଙ୍କି ଫାଟି ଜଣେ ମୃତ, ୫ ଗୁରୁତର

ଗ୍ୟାସ ଟାଙ୍କି ଫାଟି ଜଣେ ମୃତ, ୫ ଗୁରୁତର

ଭୁବନେଶ୍ୱର: ଗତକାଲି ନୟାଗଡ ଜିଲ୍ଲା ରଣପୁର ଏନଏସି ଅଞ୍ଚଳରେ ଗ୍ୟାସ ଟାଙ୍କି ଫାଟି ଗୋଟିଏ ପରିବାରର ୬ ଜଣ ଗୁରୁତର ହୋଇଥିଲେ । ଏମ୍ସ ଭୁବନେଶ୍ୱର ସମସ୍ତଙ୍କର ଚିକିତ୍ସା ଚାଲିଥିବା ବେଳେ ଆଜି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଗୀତାରାଣୀ ମହାନ୍ତି । ଆଜି ବୋର ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟ ଆହତମାନେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି । ଆଜିସ୍ଥାନୀୟ ବିଧାୟକ ତଥା ବାଚସ୍ପତି ସୁରମା ପାଢୀ ଏମ୍ସରେ ପହଞ୍ଚି ପୀଡିତ ପରିବାରକୁ ଭେଟି ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking