22.1 C
Bhubaneswar
Monday, January 12, 2026
Homeଦେଶ ବିଦେଶଅଳିଆ ଗଦା ଭୁଶୁଡି ଜଣେ ମୃତ: ୨୭ ନିଖୋଜ

ଅଳିଆ ଗଦା ଭୁଶୁଡି ଜଣେ ମୃତ: ୨୭ ନିଖୋଜ

ନୂଆଦିଲ୍ଲୀ: ଅଳିଆ ଗଦା ଭୁଷୁଡି ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଥିବା ବେଳେ ୨୭ ଜଣ ନିଖୋଜ ଅଛନ୍ତି । ଏଭଳି ଅଭାବନୀୟ ଘଟଣା ଫିଲିପାଇନ୍ସରେ ଘଟିଛି । ସୂଚନା ପାଇବା ପରେ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କରିଥିଲେ । ଉଦ୍ଧାର ହୋଇଥିବା ଲୋକଙ୍କ ମଧ୍ୟରୁ ଜଣେ ଲ୍ୟାଣ୍ଡଫିଲର ମହିଳ।। ମହିଳା କର୍ମୀଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନିଆଯାଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି । ଅଳିଆ ଗଦାରେ ସି ରହିଥିବା ୨୭ ନିଖୋଜଙ୍କୁ ଉଦ୍ଧାର କରିବା ପାଇଁ ଏଯାଏ ପ୍ରୟାସ ଜାରି ରହିଛି । ତେବେ ଅଳିଆ ଗଦା ଭୁଶୁଡିଲା କିପରି ତାକୁ ନେଇ ବଡ ପ୍ରଶ୍ନ ଉଠିଛି । ମୃତକଙ୍କ ପରିବାର ଲୋକ ଦୁଃଖରେ ଭାଙ୍ଗିପଡିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking